Breaking PLUSଓଡ଼ିଶାମୁଖ୍ୟ ଖବର

ଖଣି ବ୍ୟବସାୟୀଙ୍କ ଘରେ ED

ଭୁବନେଶ୍ୱର- ଖଣି ବ୍ୟବସାୟୀ ରତ୍ନାକର ରାଉତଙ୍କ ଘରେ ED ର ରେଡ଼ |ଢେଙ୍କାନାଳ ,ହିନ୍ଦୋଳ ଓ ଭୁବନେଶ୍ବର ରେ ମଧ୍ୟ ED ର ରେଡ଼ |ତାଙ୍କର ଢେଙ୍କାନାଳ ସ୍ଥିତ ଘର ଏବଂ ଫାର୍ମହାଉସରେ ମଧ୍ୟ ଇଡି ର ରେଡ଼ |ହିନ୍ଦୋଳ ସ୍ଥିତ ବ୍ଯବସାୟିକ ସଂସ୍ଥାରେ ମଧ୍ୟ ଚଢାଉ ହୋଇଛି |ଭୁବନେଶ୍ବରର ୩ ଟି ସ୍ଥାନରେ ରେଡ଼ କରୁଛି ଇଡି |

Show More

Related Articles

Back to top button