Breaking PLUSଦେଶ ବିଦେଶମୁଖ୍ୟ ଖବର

ଜମ୍ମୁ-କାଶ୍ମୀରରେ ଭୂକମ୍ପ ଝଟକା

ଜମ୍ମୁ-କାଶ୍ମୀରରେ ସୋମବାର ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଥିବା ଜଣାପଡ଼ିଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୨ ରେକର୍ଡ଼ କରାଯାଇଛି। ସୋମବାର ପୂର୍ବାହ୍ନ ୧୦ଟା ୪୨ରେ ଏହି ଭୁ-କମ୍ପ ଝଟକା ଅନୁଭବ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୫ କିଲୋମିଟର ଗଭୀର ଥିଲା ବୋଲି ସୂଚନା ମିଳିଛି।

 

Show More

Related Articles

Back to top button