Breaking PLUSଓଡ଼ିଶାଖେଳଦେଶ ବିଦେଶମୁଖ୍ୟ ଖବର

ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କଲେ ଦୂତୀ ଚାନ୍ଦ

ଦେଶର ଦୃତତମ ଧାବିକା ଦୂତୀ ଚାନ୍ଦଙ୍କୁ ମିଳିଲା ଟୋକିଓ ଅଲିମ୍ପିକ୍ସଙ୍କ ଟିକିଟ। ଦୂତୀ ଉଭୟ 100 ଏବଂ 200 ମିଟର ପ୍ରତିଯୋଗିତା ଲାଗି ସେ ଯୋଗ୍ୟତା ହାସଲ କରିଛନ୍ତି।

ଦେଶର ଦୃତତମ ଧାବିକା ଦୂତୀ ଚାନ୍ଦଙ୍କୁ ମିଳିଲା ଟୋକିଓ ଅଲିମ୍ପିକ୍ସଙ୍କ ଟିକିଟ। ଦୂତୀ ଉଭୟ 100 ଏବଂ 200 ମିଟର ପ୍ରତିଯୋଗିତା ଲାଗି ସେ ଯୋଗ୍ୟତା ହାସଲ କରିଛନ୍ତି।

ତେବେ, ମହିଳା 100 ମିଟରରେ ବିଶ୍ୱ ମାନ୍ୟତା ଆଧାରରେ,ଦୂତୀ ଚାନ୍ଦ ଟୋକିଓ ଅଲିମ୍ପିକ୍ସରେ ପ୍ରବେଶ କରିବାର ସୁଯୋଗ ପାଇଛନ୍ତି, କାରଣ ସେ ରୋଡ୍ ଟୁ ଟୋକିଓ ତାଲିକାରେ ଅର୍ଥାତ ବିଶ୍ଵର ସର୍ବଶ୍ରେଷ୍ଠ 50 ଜଣେ ମଧ୍ୟରେ ଥିବାରୁ ସେ ଏହି ଟିକେଟ୍ ସେ ହାସଲ କରିଛନ୍ତି। ଟୋକିଓ ଅଲିମ୍ପିକ୍ସ ମହିଳା 100 ମିଟର ଦୌଡ଼ରେ 56 ଜଣ ଆଥଲେଟ୍ ଅଂଶଗ୍ରହଣ କରିବେ।

ଦୂତୀ ପ୍ରଥମ ଭାରତୀୟ ଦୌଡ ପ୍ରତିଯୋଗି ଭାବରେ ଭାରତରୁ ପ୍ରତିନିଧିତ୍ବ କରିବେ। ପୁର୍ବରୁ ଦୂତୀ 2016 ବ୍ରାଜିଲ ଅଲିମ୍ପିକ୍ସର ଉଭୟ 100 ଏବଂ 200 ମିଟର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

Show More

Related Articles

Back to top button