Breaking PLUSଓଡ଼ିଶାମୁଖ୍ୟ ଖବର

ଖରସ୍ରୋତା ବଞ୍ଚାଓ ଆନ୍ଦୋଳନରେ ସାମିଲ ହେଲେ ଜଳମାନବ ଡକ୍ଟର ରାଜେନ୍ଦ୍ର ସିଂ

ଖରସ୍ରୋତା ନଦୀ ଜଳକୁ ନେଇ ଗତ ଦୁଇ ସପ୍ତାହ ଧରି ଚାଲିଥିବା ଆନ୍ଦୋଳନରେ ସାମିଲ ହୋଇଛନ୍ତି ଜଳ ମାନବ ଡକ୍ଟର ରାଜେନ୍ଦ୍ର ସିଂ । କେନ୍ଦ୍ରାପଡା ରାଜକନିକାରେ ଆନ୍ଦୋଳନ ଚାଲିଥବା ଅଞ୍ଚଳରେ ପହଁଞ୍ଚି ସେ ଆନ୍ଦୋଳନକାରୀଙ୍କୁ ଉଦବୋଧନ ଦେବା ସହିତ ଆନ୍ଦୋଳନରେ ସାମିଲ ହୋଇ ଅୁସ୍ଥତା କାରଣରୁ ଜିଲ୍ଲା ମୁଖ୍ୟାଳୟରେ ଚିକିତ୍ସିତ ହେଉଥିବା ଭିତରକନିକା ଇକୋ ସେନସିଟିଭ୍ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକଙ୍କୁ ଭେଟିଛନ୍ତି ।

ଖରସ୍ରୋତା ନଦୀରେ ନିର୍ମାଣ କରାଯାଉଥିବା ଉଠାଜଳ ପ୍ରକଳ୍ପକୁ ବିରୋଧ କରି ଏତେ ଦିନ ଧରିି କରାଯାଉଥିବା ପ୍ରତିବାଦରେ ବସିବା ପରିତାରପର ବିଷୟ ବୋଲି ସେ କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ଏହା ସହିତ ସେ କହିଛନ୍ତି ଯେ ସେ ଓଡିଶା ସରକାରଙ୍କୁ ଗଣତାନ୍ତ୍ରୀକ ଓ ସମ୍ବେଦନଶୀଳ ମାନୁଥିଲେ କିନ୍ତୁ ଓଡିଶା ସରକାର ୧୫ ଦିନ ପରେ ମଧ୍ୟ ଆନ୍ଦୋଳନକାରୀ ମାନଙ୍କ ସହିତ ଆଲୋଚନ ନକରିବା ତାଙ୍କୁ ବହୁତ ଦୁଃଖ ଦେଇଛି । ଏବଂ ଏବେ ସେ ଏହି ଆନ୍ଦୋଳନରେ ସାମିଲ ହେବେ ବୋଲି କହିଛନ୍ତି ।

Show More

Related Articles

Back to top button