Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଜି ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ୍‌

ଆମେରିକା- ଆଜି ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ୍‌। ଶପଥ ନେବା ପୂର୍ବରୁ ଟ୍ରମ୍ପ୍‌ କହିଛନ୍ତି ଯେ ‘ତୃତୀୟ ବିଶ୍ବଯୁଦ୍ଧ’କୁ ରୋକିବା ପାଇଁ ସେ ଶପଥ ଗ୍ରହଣ କରିବେ। ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବେ ସେ ଶପଥ ଗ୍ରହଣ କରିବେ। ଏହା ତାଙ୍କର ଦ୍ବିତୀୟ ଟର୍ମ। ଗକତାଲି ସନ୍ଧ୍ୟାରେ ୱାଶିଂଟନ୍ ଡିସିରେ ଏକ ରାଲିକୁ ସମ୍ବୋଧିତ କରି ସେ ଗତ ବର୍ଷ ନିର୍ବାଚନ ପ୍ରଚାର ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାର ସଙ୍କେତ ଦେଇ ଏହି ମନ୍ତବ୍ୟ ଦେଇଛନ୍ତି।

Show More

Related Articles

Back to top button