ଓଡ଼ିଶାରାଜନୀତି

ଜିଲ୍ଲା ଛାତ୍ର ବିଜେଡି ସଭାପତିଙ୍କ ଇସ୍ତଫା

ସାମ୍ୱାଦିକ ସମ୍ମିଳନୀ କରି କଲେ ଘୋଷଣା

ନିଜ ପଦରୁ ତଥା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଜିଲ୍ଲା ଛାତ୍ର ବିଜେଡି ସଭାପତି | ସମ୍ବଲପୁର ଜିଲ୍ଲା ଛାତ୍ର ବିଜେଡି ସଭାପତି ସିଦ୍ଧାନ୍ତ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି |

୨୦୧୬ରୁ ସମ୍ବଲପୁର ଜିଲ୍ଲା ଛାତ୍ର ବିଜେଡି ସଭାପତି ରହି ଆସିଥିବା ସିଦ୍ଧାନ୍ତ ମହାନ୍ତି ନୂତନ କ୍ୟାରିୟର ଆରମ୍ଭ କରିବା ସହ ରାଜନିତୀରୁ ସନ୍ୟାସ ନେଉଥିବା ସେ କହିଛନ୍ତି | ଏନେଇ ଦଳ ତାଙ୍କୁ ଏହି ଦାୟିତ୍ବ ଦେଇଥିବାରୁ ଦଳ ସଭାପତିଙ୍କୁ ସେ ଧନ୍ୟବାଦ ଦେଇଛନ୍ତି |

Show More

Related Articles

Back to top button