Breaking PLUSଦେଶମୁଖ୍ୟ ଖବରରାଜନୀତି

ରେକର୍ଡ ପରିମାଣର ଭୋଟ ଦେବାକୁ ରାଜସ୍ଥାନବାସୀଙ୍କୁ ଧର୍ମେନ୍ଦ୍ରଙ୍କ ଅପିଲ

ନୂଆଦିଲ୍ଲୀ- ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ । ଏହି ଅବସରରେ ରାଜ୍ୟବାସୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ ଜାରି ରହିଛି । ରାଜ୍ୟର ସମସ୍ତ ମତଦାତାଙ୍କୁ ମୋର ଅନୁରୋଧ ଯେ, ଲୋକତନ୍ତ୍ରର ଏହି ଉତ୍ସବରେ ସାମିଲ ହୋଇ ରେକର୍ଡ ସଂଖ୍ୟାରେ ମତଦାନ କରନ୍ତୁ ।ପ୍ରତ୍ୟେକ ଭୋଟ ରାଜସ୍ଥାନର ବିକାଶ ଦିଗରେ ଏକ ପଦକ୍ଷେପ ।

Show More

Related Articles

Back to top button