ଦେଶମନୋରଞ୍ଜନ

‘ଭକ୍ଷକ’ରେ ସାମ୍ବାଦିକ ଭୂମିକାରେ ନଜର ଆସିବେ ଭୂମି

‘ଦମ ଲଗା କେ ହୈଶା’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିବା ଅଭିନେତ୍ରୀ ଭୂମି ପେଡ୍‌ନେକର ନିଜ ଅଭିନୟ ମାଧ୍ୟମରେ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ତେବେ ବର୍ତ୍ତମାନ ଭୂମିଙ୍କୁ ତାଙ୍କ ଅପକମିଙ୍ଗ୍‌ ଫିଲ୍ମ’ଭକ୍ଷକ’ରେ ଦେଖିବାକୁ ମିଳିବ।।  ‘ଭକ୍ଷକ’ରେ ସାମ୍ବାଦିକ ଭୂମିକାରେ ନଜର ଆସିବେ ଭୂମି ।

ପୁଲକିତ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଥିବାବେଳେ ଏହି ଫିଲ୍ମରେ ଭେଟେରାନ ଅଭିନେତା ସଞ୍ଜୟ ମିଶ୍ରା, ଆଦିତ୍ୟ ଶ୍ରୀବାସ୍ତବ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଡିସେମ୍ବର ୧୧ରେ ଫିଲ୍ମଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଅଛି ।

Show More

Related Articles

Back to top button