Breaking PLUSଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟମୁଖ୍ୟ ଖବର

ଆରମ୍ଭ ହେଲା ପୂର୍ଵ ଓଡିଶା ଧନୁଯାତ୍ରା ମହୋତ୍ସବ

୮ ତାରିଖ ପର୍ଯ୍ୟନ୍ତ ଚାଲିବ ଉତ୍ସବ

ଆଜି ଠାରୁ ମହା ଆଡମ୍ବରରେ ଆରମ୍ଭ ହେଇଛି ପୂର୍ଵ ଓଡିଶା ଧନୁଯାତ୍ରା ମହୋତ୍ସବ l ଆଜି ସନ୍ଧ୍ୟାରେ କଂସ ମହାରାଜ ବଡ ପଟୁଆର ନେଇ ଜଟଣୀ ନଗର ପରୀକର୍ମା କରିଛନ୍ତି l ଆସନ୍ତା କାଲିଠାରୁ ଆରମ୍ଭ ହେବ ଏଇ ଉତ୍ସବ ମେ ଆଠ ତାରିଖ ପର୍ଯ୍ୟନ୍ତ ମହାଆଡମ୍ବରରେ ଚାଲିବ ଏଇ ଉତ୍ସବ l

ଶ୍ରୀକୃଷ୍ଣଙ୍କ ଚରିତ୍ର ଉପରେ ଆଧାରିତ ଶ୍ରୀକୃଷ୍ଣ ରାସଲୀଳା, ଶ୍ରୀକୃଷ୍ଣ ଜନ୍ମ ଠାରୁ କଂସ ବଧ ପର୍ଯ୍ୟନ୍ତ ଅନୁଷ୍ଠାନର ସଭ୍ୟମାନଙ୍କ ଦ୍ୱାରା ପ୍ରତ୍ୟେକ ଦିନ ସନ୍ଧ୍ୟା ୭ଟା ଠାରୁ ଆରମ୍ଭ ହୋଇ ଏଗାରଟା ପର୍ଯ୍ୟନ୍ତ ଯାତ୍ରା ପରିବେଷଣ କରାଯିବ l ଧନୁଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ, ମିନା ବଜ଼ାର ସହିତ ବିଭିନ୍ନ ଦୋକାନ ବଜ଼ାର ଓ ଓଡିଶା ସରକାରଙ୍କ ତରଫରୁ ଷ୍ଟଲ ଖୋଲାଯିବା ପାଇଁ ସ୍ଥିର କରାଯାଇଛି l

Show More

Related Articles

Back to top button