Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ପୁଣିଥରେ ହେବ DGMO ସ୍ତରୀୟ ବୈଠକ

ଭାରତ-ପାକ ମଧ୍ୟରେ ୧୮ ତାରିଖ ଯାଏଁ ବଢ଼ିଲା ସିଜ୍‌ ଫାୟାର ଅବଧି  । ଖୁବ୍‌ଶୀଘ୍ର ଦୁଇ ଦେଶ ମଧ୍ୟରେ ପୁଣିଥରେ ହେବ DGMO ସ୍ତରୀୟ ବୈଠକ  । ତୀବ୍ର ଉତ୍ତେଜନା ମଧ୍ୟରେ ୧୦ ତାରିଖରେ ହୋଇଥିଲା ସିଜ୍‌ ଫାୟାର  । ସିଜ୍ ଫାୟାର ପରେ ୧୨ରେ DGMO ସ୍ତରୀୟ ଆଲୋଚନା ହୋଇଥିଲା

ଉଭୟ ଦେଶର ସହମତିରେ ମେ ୧୦ ତାରିଖରେ ଭାରତ-ପାକିସ୍ତାନ ସୀମାରେ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ। ଗୁରୁବାର ପର୍ଯ୍ୟନ୍ତ ତାହାର ଅବଧି ରହିଥିଲା। ଏବେ ସେହି ଅବଧିକୁ ବୃଦ୍ଧି କରାଯାଇ ମେ ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଉଭୟ ଦେଶ ସମସ୍ତ ସୀମାନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ ବିରତି ବୃଦ୍ଧି କରିବାକୁ ରାଜି ହୋଇଛନ୍ତି। “୨୦୨୫ ମେ ୧୦ ତାରିଖରେ ଦୁଇ ଡିଜିଏମ୍‌ଓ ମଧ୍ୟରେ ବୁଝାମଣା ସହିତ ଏହି ଅସ୍ତ୍ରବିରତି ଲାଗୁ ହୋଇଥିବା ବେଳେ ଏବେ ସୁରକ୍ଷା ଦୃଷ୍ଟିରୁ ଏହାର ଅବଧି ଆହୁରି କିଛି ଦିନ ବଢ଼ାଇ ଦିଆଯାଇଛି।

Show More

Related Articles

Back to top button