Breaking PLUSଓଡ଼ିଶାମୁଖ୍ୟ ଖବର

ରେଳ ଧାରଣାରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ବଲାଙ୍ଗିର: ରେଳ ଧାରଣାରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର  । ଦେଓଗାଁ ରେଲୱେ ଷ୍ଟେସନ ନିକଟ ରେଳ ଧାରଣାରୁ ଉଦ୍ଧାର ହୋଇଛି । ଟ୍ରାକ୍ ନିକଟ ଧାନ ବିଲରେ ରକ୍ତ ପଡ଼ିଥିବାରୁ ହତ୍ୟା ସନ୍ଦେହ କରାଯାଉଛି । ଯୁବକଙ୍କ କଟା ମୁଣ୍ଡ ସହ ଶରୀର ଜବତ କରି ଜିଆରପିର ତଦନ୍ତ ।

Show More

Related Articles

Back to top button