Breaking PLUSଓଡ଼ିଶାମୁଖ୍ୟ ଖବର

ଜଲାପୁଟ ଜଳଭଣ୍ଡାରରୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର

ଲମତାପୁଟ: ଜଲାପୁଟ ଜଳଭଣ୍ଡାରରୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । କାଲି ଜଣଙ୍କ ମୃତଦେହ ଉଦ୍ଧାର ପରେ ଆଜି ଆଉ ଜଣଙ୍କ ମୃତଦେହ ମିଳିଲା  ।୩ ଦିନ ପରେ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ଦ୍ବାରା ମୃତଦେହ ଉଦ୍ଧାର ହୋଇଛି । ଜଳଭଣ୍ଡାରରେ ଡଙ୍ଗାରେ ଚଢ଼ି ସେଲ୍‌ଫି ନେବାବେଳେ ଅଘଟଣ ଘଟିଥିଲା । ଡଙ୍ଗା ଓଲଟି ପଡ଼ିବାରୁ ଜଳଭଣ୍ଡାରରେ ଭାସି ୨ ଯୁବକ ନିଖୋଜ ଥିଲେ ।

Show More

Related Articles

Back to top button