Breaking PLUSଦେଶମୁଖ୍ୟ ଖବର
ଡି. ଗୁକେଶ ହେଲେ ବିଶ୍ବ ଚେସ୍ ଚାମ୍ପିଅନ୍

ନୂଆଦିଲ୍ଲୀ -୧୮ ବର୍ଷୀୟ ଡି. ଗୁକେଶ ହେଲେ ବିଶ୍ବ ଚେସ୍ ଚାମ୍ପିଅନ୍ । ଚୀନ୍ ପ୍ରତିଦ୍ବନ୍ଦ୍ବୀଙ୍କୁ ହରାଇ ଗୁକେଶ ବିଶ୍ବ ଚେସ୍ ଚାମ୍ପିଅନ୍ । ବିଶ୍ବ ଚେସ୍ ଚାମ୍ପିଅନ୍ ହେବାରେ ଗୁକେଶ ୨ୟ ଭାରତୀୟ । ସର୍ବକନିଷ୍ଠ ଖେଳାଳି ଭାବେ ବିଶ୍ବ ଚାମ୍ପିଅନ୍ ହୋଇ ଇତିହାସ ରଚିଲେ ।