Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ବଦଳିଲେ କଟକ ଜିଲ୍ଲାପାଳ

ବଦଳିଲେ କଟକ ଜିଲ୍ଲାପାଳ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ବଦଳି। ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ହେଲେ ଭବାନୀ ଶଙ୍କର। ତେବେ ନରହରି ସେଠୀ କଟକ ଜିଲ୍ଲାପାଳ ହୋଇଛନ୍ତି । ଏବେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଅଛନ୍ତି ନରହରି। ନରହରିଙ୍କ ସ୍ଥାନରେ ଭବାନୀ ଶଙ୍କର ଚୟନୀଙ୍କୁ ପଠାଯାଇଛି।

Show More

Related Articles

Back to top button