Breaking PLUSଓଡ଼ିଶାମୁଖ୍ୟ ଖବର

ସିଡ଼ିଓ ଏବଂ ବିଡ଼ିଓମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନୂଆ ଟାସ୍କ

ସିଡ଼ିଓ ଏବଂ ବିଡ଼ିଓମାନଙ୍କୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନୂଆ ଟାସ୍କ ଦେଇଛନ୍ତି। ମିଟିଂ କମ୍ କରି ଫିଲ୍ଡ ଭିଜିଟ୍ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଅଭିଯୋଗ ଶୁଣାଣି ଏବଂ ତାର ସମାଧାନକୁ ଗୁରୁତ୍ୱ ଦେବା ଏବଂ ସରକାରଙ୍କ ଭିଜନଙ୍କୁ ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରିବାକୁ  ତଥା ଗ୍ରାଉଣ୍ଡରେ କଣ ଆବଶ୍ୟକ ସେନେଇ ସରକାରଙ୍କୁ ରିପୋର୍ଟ ଆଉ ପ୍ରସ୍ତାବ ଦେବାକୁ ମୁଖ୍ୟ ଶାସନ ସଚିବ ସିଡ଼ିଓ ଏବଂ ବିଡ଼ିଓଙ୍କୁ ପରାମର୍ଶ ଦେଇଛନ୍ତି।

Show More

Related Articles

Back to top button