Breaking PLUSଓଡ଼ିଶାମୁଖ୍ୟ ଖବର
ରାବଣପୋଡିରେ ହେବନି ବାଣ ପ୍ରତିଯୋଗିତା

କଟକ- ରାବଣପୋଡିରେ ହେବନି ବାଣ ପ୍ରତିଯୋଗିତା । ସୁରୁଖୁରୁରେ ରାବଣପୋଡି ଉପରେ ହାଇକୋର୍ଟଙ୍କ ଗୁରୁତ୍ବ । କେବଳ ରଙ୍ଗୀନ ବାଣ ବ୍ୟବହାର ନେଇ ଆଡଭୋକେଟ୍ କମିଟିର ପ୍ରସ୍ତାବ । ୧୦ ସୁଦ୍ଧା ବାଲିଯାତ୍ରା ତଳ ପଡ଼ିଆରେ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ । ସିଏମ୍ସି ଓ ଜିଲ୍ଲା ପ୍ରଶାସନକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଟ୍ରାଫିକ ପରିଚାଳନା ପାଇଁ ଡିସିପିଙ୍କୁ ନିର୍ଦ୍ଦେଶ ଦେଲେ