Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଶ୍ୱରେ ଥମୁନି କରୋନା ଆତଙ୍କ, ୭ କୋଟି ୨୦ ଲକ୍ଷ ଅତିକ୍ରମ କଲା ମୋଟ କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା

ବିଶ୍ୱରେ କରୋନାରେ ଆଜି ୭ କୋଟି ୨୦ ଲକ୍ଷ ୮୧ ହଜାର ୫୨ ଜଣ ଲୋକ ସଂକ୍ରମିତ ହୋଇସାରିଛନ୍ତି । ସେହିପରି କରୋନା କାରଣରୁ ୧୬ ଲକ୍ଷ ୧୦ ହଜାର ୭୦୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।

ବିଶ୍ୱରେ କରୋନାରେ ଆଜି ୭ କୋଟି ୨୦ ଲକ୍ଷ ୮୧ ହଜାର ୫୨ ଜଣ ଲୋକ ସଂକ୍ରମିତ ହୋଇସାରିଛନ୍ତି । ସେହିପରି କରୋନା କାରଣରୁ ୧୬ ଲକ୍ଷ ୧୦ ହଜାର ୭୦୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ ହୋଇ ଥିବା ୫ କୋଟି ୪ ଲକ୍ଷ ୭୪ ହଜାର ୩୧୩ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୯୯ ଲକ୍ଷ ୯୬ ହଜାର ୩୪ ଜଣ ଲୋକ ସକ୍ରିୟ ଅଛନ୍ତି । ସେହିପରି ଆମେରିକାରେ ଆଜି ସକାଳ ସାଢ଼େ ୬ଟା ୩୦ ସୁଦ୍ଧା କୋଟିଏ ୭୨ ଲକ୍ଷ ୮୧ ହଜାର ୫୨ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୩ ଲକ୍ଷ ୫ ହଜାର ୪୬ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୯୬ ଲକ୍ଷ ୪୧ ହଜାର ୮୭୮ ଜଣ ସୁସ୍ଥ ହୋଇଥିବା ବେଳେ ୬୫ ଲକ୍ଷ ୯୬ ହଜାର ୯୮୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୨୭ ହଜାର ୫୨୩ ଜଣ ଗୁରୁତର ଅଛନ୍ତି ।

Show More

Related Articles

Back to top button