Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ପୁଣି ମାଡିଲା କୋରୋନା

ଦେଶରେ ବଢୁଛି କରୋନା ଲହର । ପୁଣି କଡ଼ ଲେଉଟାଇଲା କରୋନା । ଦେଶର ବିଭିନ୍ନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଗୁଜରାଟରେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁରୁବାର ୧୫ ଜଣ କରୋନା ପଜିଟିଭ ଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ଆକ୍ରାନ୍ତ ଏବେ ସଙ୍ଗରୋଧରେ ଥିବାବେଳେ ଅହମଦାବାଦ ସହରରେ ୧୩ ଜଣେ ଏବଂ ଗ୍ରାମାଞ୍ଚଳରେ ୨ ଜଣେ ଥିବା ଜଣାପଡିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button