Breaking PLUSଓଡ଼ିଶାମୁଖ୍ୟ ଖବର

ତୈଳଦର ଓ ଦରଦାମ ବୃଦ୍ଧିର ପ୍ରତିବାଦରେ ସାରା ରାଜ୍ୟରେ କଂଗ୍ରେସର ବିକ୍ଷୋଭ

ତୈଳଦର ଓ ଦରଦାମ ବୃଦ୍ଧିର ପ୍ରତିବାଦରେ ରାଜରାସ୍ତାରେ କଂଗ୍ରେସ। ତୈଳଦର ଓ ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସ କର୍ମୀଙ୍କ ଅଭିନବ ପ୍ରତିବାଦ। ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥାଳି ଓ ଘଣ୍ଟ ବାଡେଇ ପ୍ରତିବାଦ କରୁଛନ୍ତି। ଆଜିଠୁ ୧୭ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ଚାଲିବ ଆନ୍ଦୋଳନ।

ତୈଳଦର ଓ ଦରଦାମ ବୃଦ୍ଧିର ପ୍ରତିବାଦରେ ରାଜରାସ୍ତାରେ କଂଗ୍ରେସ। ତୈଳଦର ଓ ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସ କର୍ମୀଙ୍କ ଅଭିନବ ପ୍ରତିବାଦ। ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥାଳି ଓ ଘଣ୍ଟ ବାଡେଇ ପ୍ରତିବାଦ କରୁଛନ୍ତି। ଆଜିଠୁ ୧୭ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ଚାଲିବ ଆନ୍ଦୋଳନ। ଆଜି ପ୍ରତ୍ୟେକ ବ୍ଲକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଦଳୀୟ କର୍ମୀ। ୯ତାରିଖରେ ଜିଲ୍ଲାସ୍ତରରେ, ୧୪ ତାରିଖରେ ଭୁବନେଶ୍ୱରରେ ପ୍ରତିବାଦ କରିବ। ୧୫ ତାରିଖରେ କେହି ପେଟ୍ରୋଲ ନକିଣିବାକୁ ଜନସାଧାରଣଙ୍କୁ ଅନୁରୋଧ କରିବେ କଂଗ୍ରେସ କର୍ମୀ। ୧୭ତାରିଖରେ ପ୍ରତି ପେଟ୍ରୋଲ ପମ୍ପ ଆଗରେ ଦସ୍ତଖତ ଅଭିଯାନ କରାଯିବ । କଂଗ୍ରେସ କର୍ମୀମାନେ ମାସେ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ ଆକ୍ରାନ୍ତ ଓ କୋଭିଡ ମୃତ୍ୟୁର ତଥ୍ୟ ସଂଗ୍ରହ କରିବେ।

Show More

Related Articles

Back to top button