Breaking PLUSଓଡ଼ିଶାମୁଖ୍ୟ ଖବର
ମୁଖ୍ୟମନ୍ତ୍ରୀଙ୍କ ଗୃହ ପ୍ରବେଶ

ଭୁବନେଶ୍ୱର, 6 ମାର୍ଚ୍ଚ -ନୂଆ ଘରକୁ ଗଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ବାସଭବନର ଠିକଣା। ନୂଆଘରକୁ ଗଲେ ମୁଖ୍ୟମନ୍ତ୍ରୀ । ଏଣିକି ଲୋୟର ପିଏମଜି ନୁହେଁ ରାଜଭବନ ମାର୍ଗରେ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ ସପରିବାର ସହ ରହିବେ ମୁଖ୍ୟମନ୍ତ୍ରୀ । ବିଜେପି ସରକାରର 8 ମାସ ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସ ଭବନରେ ଗୃହ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ।