Breaking PLUSଓଡ଼ିଶାମୁଖ୍ୟ ଖବର

ଖୁବ ଶୀଘ୍ର ଚିଟଫଣ୍ଡ ଟଙ୍କା ଫେରସ୍ତ ନିଷ୍ପତି

ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା । ଟଙ୍କା ଫେରସ୍ତ ନେଇ ଚିନ୍ତନ ଚାଲିଥିବା କହିଲେ ମନମୋହନ  । ଶୀଘ୍ର ନିଷ୍ପତ୍ତି ନିଆଯାଇ କାର୍ଯ୍ୟକ୍ରମକୁ ଆରମ୍ଭ କରି ଶେଷ କରାଯିବ । ‘ରିପୋର୍ଟ ସାର୍ବଜନୀନ ବାବଦରେ ସରକାର ଅନୁଧ୍ୟାନ କରୁଛନ୍ତି’  ।‘ରିପୋର୍ଟ କିପରି ଉପସ୍ଥାପନ ହେବ ସରକାର ଚିନ୍ତା କରୁଛନ୍ତି’  ।‘ଟଙ୍କା ଫେରାଇବା ପୂର୍ବ ସରକାରଙ୍କ ଦାୟିତ୍ବ ଥିଲା କଲେ ନାହିଁ’ ।

Show More

Related Articles

Back to top button