Breaking PLUSଦେଶମୁଖ୍ୟ ଖବର

ଆସନ୍ତା ୧ରୁ ୧୫-୧୮ ବର୍ଷିୟ ପିଲା କୋୱିନ ଆପରେ କରିପାରିବେ ପଞ୍ଜିକରଣ

ଟିକାକରଣ ନିମନ୍ତେ ୧୫ ରୁ ୧୮ ବର୍ଷ ବୟସର ପିଲାମାନେ ଆସନ୍ତା ୧ରୁ କୋୱିନ ଆପ୍‌ରେ ପଞ୍ଜିକରଣ କରିପାରିବେ । ତେବେ କେତେକ ପିଲାଙ୍କର ଆଧାର ଓ ଅନ୍ୟ କୌଣସି ପରିଚୟ ପତ୍ର ନଥିବା ଆଶଙ୍କା କରି ପଞ୍ଜିକରଣ ପାଇଁ ଅତିରିକ୍ତ ଭାବେ ଷ୍ଟୁଡେଣ୍ଟ ଆଇଡି କାର୍ଡ (୧୦ମ ଶ୍ରେଣୀ) ସାମିଲ ହୋଇଛି । ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଆସନ୍ତା ଜାନୁଆରି ୩ରୁ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ ।

Show More

Related Articles

Back to top button