Breaking PLUSଓଡ଼ିଶାମୁଖ୍ୟ ଖବର
ଚିକିତ୍ସାଧୀନ ଅବସ୍ଥାରେ ଛୁଆ ହାତୀର ମୃତ୍ୟୁ

ତେଲକୋଇ- ପୁଣି ଗଲା ହାତୀର ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ଛୁଆ ହାତୀର ମୃତ୍ୟୁ ହୋଇଛି । ୯ ତାରିଖରେ କୃଷ୍ଣପୁର ଗାଁ ନିକଟରୁ ଉଦ୍ଧାର ଛୁଆ ହାତୀର ମୃତ୍ୟୁ ହୋଇଛି । ବନ୍ଧନଝର ଫରେଷ୍ଟ ବିଟ୍ରେ ଚାଲିଥିଲା ଛୁଆ ହାତୀର ଚିକିତ୍ସା ।