Breaking PLUSଓଡ଼ିଶାମୁଖ୍ୟ ଖବର

ଓଡ଼ିଶା ପ୍ରଜ୍ଞାପନ ମେଢ଼ ଶ୍ରେଷ୍ଠ ବିବେଚିତ ହେବା ଗୌରବର ବିଷୟ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, 30 ଜାନୁଆରୀ – ଓଡିଶାର ପ୍ରଜ୍ଞାପନ ମେଢ ଶ୍ରେଷ୍ଠ ବିବେଚିତ ହେବା ଗୌରବର ବିଷୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିଲ୍ଲୀରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଶ୍ରେଷ୍ଠ ବିବେଚିତ ହେବା ଗୌରବର ବିଷୟ।

ପଟ୍ଟଚିତ୍ର ସହ ହସ୍ତଶିଳ୍ପ ଓ କୁଟୀର ଶିଳ୍ପର ସୁନ୍ଦର କଳାକୃତିରେ ନାରୀ ସଶକ୍ତିକରଣ ବିଷୟବସ୍ତୁକୁ ଖୁବ ସୁନ୍ଦର ଭାବେ ଏଥିରେ ଦର୍ଶାଯାଇଛି। ଏହାକୁ ଅତ୍ୟନ୍ତ ଆକର୍ଷଣୀୟ କରି ଗଢ଼ିତୋଳିଥିବା ଶିଳ୍ପୀମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି।

Show More

Related Articles

Back to top button