Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ସିବିଏସଇ ଦଶମ ରେଜଲ୍ଟ ପ୍ରକାଶ

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପରେ ଏବେ ଦଶମ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ସିବିଏସଇ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହୋଇଛି । ଚଳିତ ବର୍ଷ ମୋଟ ପାସ୍ହାର ୯୩.୬୬ପ୍ରତିଶତ ରହିଛି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ହାର ୨.୩୭ପ୍ରତିଶତ ଅଧିକ ରହିଛି । ଗତବର୍ଷ ତୁଳନାରେ ୦.୦୬ପ୍ରତିଶତ ଅଧିକ ରହିଛି । ଭୁବନେଶ୍ୱର ଜୋନରେ ପାସ୍ହାର ୯୨.୬୪ପ୍ରତିଶତ ରହିଛି ।