Breaking PLUSଓଡ଼ିଶାମୁଖ୍ୟ ଖବର
ହୋଟେଲ୍ର ଜେନେରାଲ ମ୍ୟାନେଜରଙ୍କୁ ସିବିଆଇର ଜେରା

ଭୁବନେଶ୍ୱର- ଭୁବନେଶ୍ବରରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ CBIର ତନାଘନା । ଏକ ତାରକା ହୋଟେଲ୍ର ଜେନେରାଲ ମ୍ୟାନେଜର CBIରେ ହାଜର । ହୋଟେଲ୍ର ଜେନେରାଲ ମ୍ୟାନେଜରଙ୍କୁ CBIର ପଚରାଉଚରା କରିଛି । ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀ ଲିଙ୍କ୍ର ଖିଅ ଖୋଜୁଛି CBI ।