Breaking PLUSଓଡ଼ିଶାମୁଖ୍ୟ ଖବର
ଏସଟିଏଫ ପଞ୍ଝାରେ ବ୍ରାଉନ ସୁଗାର ବେପାରୀ

ଭୁବନେଶ୍ୱର- ଏସଟିଏଫ ପଞ୍ଝାରେ ବ୍ରାଉନ ସୁଗାର ବେପାରୀ । ଖୋର୍ଦ୍ଧାରୁ ବ୍ରାଉନ ସୁଗାର ବେପାରୀ ଜ୍ୟୋତି ସାମନ୍ତରାୟକୁ ଗିରଫ କଲା ଏସଟିଏଫ । ଜ୍ୟୋତି ନିକଟରୁ 263 ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ 25 ଲକ୍ଷ ହେବ ବୋଲି ସୂଚନା ମିଳିଛି । ବାଲେଶ୍ୱରରୁ ଆସୁଥିଲା ବ୍ରାଉନ ସୁଗାର । ଏନେଇ ସୁଚନା ଦେଇଛନ୍ତି ଏସଟିଏଫ ଏସପି ରବି ଶତପଥି