Breaking PLUSଓଡ଼ିଶାମୁଖ୍ୟ ଖବର

ଲାଂଚ ନେବା ବେଳେ ଧରାପଡିଲେ ବିଆରସି

ଭୁବନେଶ୍ୱର/ବଲାଙ୍ଗିର- ଲାଂଚ ନେବା ବେଳେ ଧରାପଡିଲେ ବିଆରସି । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ବ୍ଳକ ଉତ୍ସ ସଂଯୋଜକ (ବିଆରସି) ମଧୁସୂଦନ ପଟେଲ ଲାଂଚ ନେବା ବେଳେ ଧରାପଡିଛନ୍ତି ।
ଏସଏଚଜିର ବିଲ କରିବା ପାଇଁ ଅଭିଯୋଗକାରୀଙ୍କୁ 5ହଜାର ଲାଂଚ ମାଗିବା ଓ ଗ୍ରହଣ କରିବା ବେଳେ ତାଙ୍କୁ କାବୁ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ସମ୍ପୂର୍ଣ୍ଣ ଲାଂଚ ଟଙ୍କା ତାଙ୍କ ଠାରୁ ଜବତ କରାଯାଇଛି । ଏହାପରେ ଆୟ ବହିର୍ଭୁତ ସଂପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ଚଢାଉ କରିଛି ।

Show More

Related Articles

Back to top button