Breaking PLUSଓଡ଼ିଶାମୁଖ୍ୟ ଖବର

ରେଙ୍ଗାଲି ବୋର୍‌ୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା, ମିଳିଲା ମାଆର ପରିଚୟ

ଭୁବନେଶ୍ୱର, 2 ଜାନୁୟାରୀ – ସମ୍ବଲପୁର ରେଙ୍ଗାଲି ବୋର୍‌ୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା । ଉଦ୍ଧାର ଶିଶୁକନ୍ୟାର ମାଆଙ୍କ ପରିଚୟ ମିଳିଥିବା ସୂଚନା ଦେଇଛନ୍ତି ଏସ୍‌ପି । ମହିଳା ସ୍ଥାନୀୟ ଅଞ୍ଚଳର, ମାନସିକ ଅବସ୍ଥା ଠିକ୍ ନଥିବା ସୂଚନା ମିଳିଛି । ମହିଳା ଜଣଙ୍କ ଏବେ କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅଛନ୍ତି । ମହିଳାଙ୍କର ଏହା ଦ୍ୱିତୀୟ ସନ୍ତାନ । ବୋରୱେଲରୁ ଉଦ୍ଧାର ପରେ ଏବେ ଝିଅଟି ଭିମସାରରେ ଚିକିତ୍ସାଧୀନ ରହିଛି । ଗତକାଲି ତାର ଏକୋଇଶା ହୋଇ ନାଁ ‘ବିଜୟିନୀ’ ରଖାଯାଇଥିବା ନେଇ ଏସପି ସୂଚନା ଦେଇଛନ୍ତି ।

Show More

Related Articles

Back to top button