ଦେଶଦେଶ ବିଦେଶମନୋରଞ୍ଜନ

ପାକିସ୍ଥାନୀ ଅଭିନେତାଙ୍କୁ ବିବାହ କରିବେ ବଲିଉଡ୍ ଅଭିନେତ୍ରୀ ଅମିଶା ପଟେଲ

ବିବାହ କରିବାକୁ ଯାଉଛନ୍ତି ବଲିଉଡ୍ ଅଭିନେତ୍ରୀ ଅମିଶା ପଟେଲ । ପାକିସ୍ତାନର ଲୋକପ୍ରିୟ ଅଭିନେତା ଇମ୍ରାନ୍ ଅବ୍ୱାସଙ୍କ ହାତ ଧରିବେ ୪୬ ବର୍ଷୀୟ ଅମିଶା ।

ନିକଟରେ ଅମିଶା ଇମ୍ରାନଙ୍କ ସହ ଏକ ରୋମାଣ୍ଟିକ୍ ଭିଡିଓକୁ ସେୟାର କରିଛନ୍ତି। ସେମାନେ ବାହାରିନରେ ଆୟୋଜିତ ଏକ ପୁରସ୍କାର କାର୍ୟ୍ୟକ୍ରମରେ ପରସ୍ପରକୁ ଭେଟିଥିଲେ। ଦୁହେଁ ଏକାଠି ବଲିଉଡ ଗୀତରେ କିଛି ଭିଡିଓ ମଧ୍ୟ କରିଥିଲେ।

Show More

Related Articles

Back to top button