Breaking PLUSଓଡ଼ିଶାମୁଖ୍ୟ ଖବର

ଦୁଇ କ୍ୱିଣ୍ଟାଲ ଗଞ୍ଜେଇ ଜବତ, 3 ଅଟକ

ବଲାଙ୍ଗିର : ବଲାଙ୍ଗିର ସୋନପୁର ଜାତୀୟ ରାଜପଥ ନମ୍ୱର୍ ୫୭ ସ୍ଥିତ ଗିରିଗୋବର୍ଦ୍ଧନ ମନ୍ଦିର ସମ୍ମୁଖରେ ଏକ ଗାଡ଼ିକୁ ଅଟକ ରଖିଛି ପୁଇଁତଲା ପୁଲିସ । ଗାଡ଼ିରେ ପ୍ରାୟ ଦୁଇ କ୍ଵିଣ୍ଟାଲ ଗଞ୍ଜେଇ ରହିଥିବା କୁହାଯାଉଛି । ଆଜି ସକାଳେ କଣ୍ଟାମାଳ ତରଫରୁ ଗାଡ଼ିଟି ବଲାଙ୍ଗିର ଆଡ଼କୁ ଆସୁଥିବା ବେଳେ ପୁଇଁତଲା ପୁଲିସ ଖବର ପାଇ ଚଢ଼ାଉ କରିଥିଲା । ଏହି ଘଟଣାରେ ଡ୍ରାଇଭର ସମେତ ତିନି ଜଣ ଅଟକ ରହିଥିବା ଜଣାପଡିଛି ।

Show More

Related Articles

Back to top button