Breaking PLUSଓଡ଼ିଶାମୁଖ୍ୟ ଖବର

ଚିଲିକାରେ ଫସିଲା ଡଙ୍ଗା

କୃଷ୍ଣପ୍ରସାଦ: ମଏଁଶାକୁଦ ନିକଟ ଚିଲିକାରେ ଫସିଲା ଡଙ୍ଗା  । ଯାନ୍ତ୍ରିକ ତ୍ରୁଟିରୁ ୩୦ ମିନିଟରୁ ଅଧିକ ହେବ ଫସି ରହିଛି  । ୧୦ ବାଇକ ସହ ୨୫ରୁ ଅଧିକ ଯାତ୍ରୀ ଫସି ରହିଛନ୍ତି  । ଜହ୍ନିକୁଦାରୁ ସାତପଡ଼ା ଯାଉଥିଲା ଯାତ୍ରୀବାହୀ ଡଙ୍ଗା ।

Show More

Related Articles

Back to top button