ଦେଶ

ସୁଦାନରେ ଆଦିବାସୀମାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ଫଳରେ ୧୭୦ ଜଣଙ୍କ ମୃତ୍ୟୁ

ସୁଦାନରେ ଆଦିବାସୀମାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଫଳରେ ୧୭୦ ଜଣଙ୍କ ମୃତ୍ୟୁ ।  ଗତ ଦୁଇ ଦିନ ମଧ୍ୟରେ ଦେଶର ଦକ୍ଷିଣ ବ୍ଲୁ ନାଇଲ୍‌ରେ ଆଦିବାସୀମାନଙ୍କ ମଧ୍ୟରେ ଜାତିଗତ ସଂଘର୍ଷରେ ୧୭୦ ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ଲୋକଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା । ଏନେଇ ସୁଦାନର ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।

ଜୁଲାଇ ମାସରେ ବ୍ଲୁ ନାଇଲ୍‌ରେ ହିଂସାତ୍ମକ ସଂଘର୍ଷ ଘଟି ୧୪୯ ଜଣଙ୍କର ମୃତ୍ୟୁ ଘଟିଥିଲା। ହିଂସା ଯୋଗୁ ଅତି କମରେ ୧୨୦୦ ଲୋକ ଏହି ଅଞ୍ଚଳରେ ବିସ୍ଥାପିତ ହୋଇଛନ୍ତି।

Show More

Related Articles

Back to top button