Breaking PLUSଓଡ଼ିଶାମୁଖ୍ୟ ଖବର

ହୋଟେଲରେ ବରିଷ୍ଠ ଓ ଯୁବ ବିଜେଡି ନେତାଙ୍କ ମେଳି

ଭୁବନେଶ୍ବର: ହୋଟେଲରେ ବରିଷ୍ଠ ଓ ଯୁବ ବିଜେଡି ନେତାଙ୍କ ମେଳି । ପଟିଆ ସ୍ଥିତ ଏକ ହୋଟେଲରେ ଚାଲିଛି ଗୁରୁତ୍ବପୂର୍ଣ୍ଣ ବୈଠକ  । ବରିଷ୍ଠ ନେତାଙ୍କ ସହ ସାମିଲ ହୋଇଛନ୍ତି ଯୁବ ବିଜେଡି ନେତା । ଶଶିଭୂଷଣ ବେହେରା, ଅଶୋକ ପଣ୍ଡା, ଚନ୍ଦ୍ର ସାରଥୀ ବେହେରା ଉପସ୍ଥିତ ଅଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button