Breaking PLUSଓଡ଼ିଶାମୁଖ୍ୟ ଖବର
ବିଜେଡି ନେତା ପ୍ରତାପ ଦେବଙ୍କ ଘରେ ପୁରୀ ନେତାଙ୍କ ବୈଠକ

ଭୁବନେଶ୍ୱର- ବିଜେଡି ନେତା ପ୍ରତାପ ଦେବଙ୍କ ଘରେ ପୁରୀ ନେତାଙ୍କ ବୈଠକ । ସାଂସଦ ଶୁଭାଶିଷ ଖୁଣ୍ଟିଆ, ଜିଲ୍ଲା ସଭାପତି ଉମା ସମାନ୍ତରାୟ ଉପସ୍ଥିତ ଅଛନ୍ତି । ପୂର୍ବତନ ବିଧାୟକ ରୁଦ୍ର ମହାରଥୀ ସମେତ ବ୍ଲକ ସ୍ତରର ନେତା ଉପସ୍ଥିତ ଅଛନ୍ତି ।