Breaking PLUSଦେଶମୁଖ୍ୟ ଖବର

ଦିଲ୍ଲୀ ବିଧାନସଭା ବାଚସ୍ପତି ହୋଇପାରନ୍ତି ବିଜେନ୍ଦ୍ର ଗୁପ୍ତା

ନୂଆଦିଲ୍ଲୀ- ଦିଲ୍ଲୀ ବିଧାନସଭା ବାଚସ୍ପତି ହୋଇପାରନ୍ତି ବିଜେନ୍ଦ୍ର ଗୁପ୍ତା  । ବାଚସ୍ପତି ପଦ ପାଇଁ ବିଜେନ୍ଦ୍ରଙ୍କ ନାଁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ରୋହିଣୀ ଆସନର ବିଧାୟକ ବିଜେନ୍ଦ୍ର ଗୁପ୍ତା ହୋଇପାରନ୍ତି ବାଚସ୍ପତି  । ମୋହନ ସିଂହ ବିଷ୍ଟ ଉପବାଚସ୍ପତି ହେବା ନେଇ ଚାଲିଛି ଚର୍ଚ୍ଚା ହେଉଛି ।

Show More

Related Articles

Back to top button