Breaking PLUSଓଡ଼ିଶାମୁଖ୍ୟ ଖବର
ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୨.୮ ଡିଗ୍ରୀ ରେକର୍ଡ

ତାତିରୁ ନାହିଁ ନିସ୍ତାର । ସକାଳୁ ସକାଳୁ ଅଗ୍ନିବର୍ଷା । ୩୨ ଡିଗ୍ରୀ ଟପିଲା ରାଜଧାନୀ ଭୁବନେଶ୍ୱର ତାପମାତ୍ରା ।ସକାଳ ସାଢ଼େ ୮ଟା ସୁଦ୍ଧା ୩୨.୮ ଡିଗ୍ରୀ ରେକର୍ଡ ହୋଇଛି । ଆର୍ଦ୍ରତା ହେତୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି ।
ସାରା ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ତତଲା କଡେଇରେ ଭାଜି ହେଉଛି ପୂର୍ବଠୁ ପଶ୍ଚିମ ।