Breaking PLUSଓଡ଼ିଶାମୁଖ୍ୟ ଖବର
ଏଟିଏମ୍ ଲୁଟ୍ ଘଟଣା; ୬ ଗିରଫ

ଭୁବନେଶ୍ୱର- ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଞ୍ଚଳରୁ ଏଟିଏମ୍ ଲୁଟ୍ ଘଟଣା; ୬ ଗିରଫ । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଜାନୁଆରୀ ୨୪ରେ ATM ତାଡ଼ି କେନାଲରେ ଫିଙ୍ଗି ଦେଇଥିଲେ । ୨ ଜଣଙ୍କ ନାଁରେ ପୂର୍ବରୁ କ୍ରିମିନାଲ୍ ରେକର୍ଡ ରହିଛି । ୨୦୨୨ରୁ ବିଶେଷ କରି ଏଟିଏମ୍କୁ ଟାର୍ଗେଟ୍ କରି ଆସୁଥିଲେ ।