Breaking PLUSଓଡ଼ିଶାମୁଖ୍ୟ ଖବର

ଟଙ୍କା ସହ ତାଡ଼ି ନେଇଗଲେ ATM

ଭୁବନେଶ୍ବର: ରାଜଧାନୀରେ ମାତିଲେ ଏଟିଏମ ଲୁଟେରା  । ଟଙ୍କା ସହ ତାଡ଼ି ନେଇଗଲେ ATM । ଏୟାରଫିଲ୍ଡ ଥାନା ଶ୍ରୀରାମନଗର ସ୍ଥିତ SBI ଏଟିଏମ୍‌ ତାଡ଼ି ନେଲେ ।କେତେ ଟଙ୍କା ଥିଲା ଜଣାପଡ଼ିନି ।  ଘଟଣାସ୍ଥଳରେ ପୋଲିସ ପହଂଚି ଛାନଭିନ କରୁଛି ।

Show More

Related Articles

Back to top button