Breaking PLUSଓଡ଼ିଶାମୁଖ୍ୟ ଖବର

କାଲିଠୁ ଭିତରକନିକା ବନ୍ଦ

ଭୁବନେଶ୍ୱର- କାଲିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିବ । ବଉଳା କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ବନ୍ଦ ରହିବ ଭିତରକନିକା । ଆସନ୍ତାକାଲି ଠାରୁ ୧୩ ତାରିଖ ଯାଏଁ ୯ ଦିନ ଧରି ବନ୍ଦ ରହିବ ଭିତରକନିକା । ୫ଟି ରେଞ୍ଜରେ ଗଣନା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

Show More

Related Articles

Back to top button