Breaking PLUSଓଡ଼ିଶାମୁଖ୍ୟ ଖବର
ଦେବାଶିଷଙ୍କୁ ଭକ୍ତଙ୍କ କିଟ୍ ଛାଟ

ଭୁବନେଶ୍ୱର- କିଟ୍ ପ୍ରସଙ୍ଗରେ ଦେବାଶିଷ ପଟ୍ଟନାୟକଙ୍କ ମନ୍ତବ୍ୟ ପ୍ରସଙ୍ଗ । ଦେବାଶିଷଙ୍କୁ ତାଗିଦ କରିଥିବା କହିଲେ ପିସିସି ସଭାପତି ଭକ୍ତ ଦାସ । ବ୍ୟକ୍ତିଗତ ସମ୍ପର୍କ ଥାଇପାରେ ମାତ୍ର ପ୍ରଶଂସା କରିପାରିବେନି । ପାର୍ଟି ଲାଇନରୁ ବାହାରି ଗଣମାଧ୍ୟରେ କେହି କହିପାରିବେନି’ । ଦଳର ଆଭିମୁଖ୍ୟ ବାହାରକୁ ଯାଇ କେହି କହିପାରିବେ ନାହିଁ ବୋଲି ଭକ୍ତ କହିଛନ୍ତି ।