Breaking PLUSଓଡ଼ିଶାମୁଖ୍ୟ ଖବର

ଜେଲ ଗଲେ ଭବ ଦାସ

ଭୁବନେଶ୍ୱର- ଜେଲ ଗଲେ ଭବ ଦାସ । ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଭାଇ ଭବ ପ୍ରକାଶ ଦାସଙ୍କୁ ଶେଷରେ ଜେଲ୍ ଯିବାକୁ ପଡ଼ିଲା। ତାଙ୍କୁ ଗିରଫ କରାଯାଇଥିଲା। ଏହାପରେ ଭବ ପ୍ରକାଶ ଦାସଙ୍କୁ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ତାପରେ ତାଙ୍କୁ ଯାଜପୁର ଉପ କାରାଗରକୁ ପଠାଇ ଦିଆଯାଇଛି। ରାତି ୩ଟା ବେଳେ ତାଙ୍କୁ ଉଠାଇ ଆଣି ଯାଜପୁର ଟାଉନ ପୁଲିସ ଥାନାରେ ଅଟକ ରଖିଥିଲା। ଭବ ପ୍ରକାଶ ଦାସଙ୍କ ନା:ରେ ୪ଟି ମାମଲା ରୁଜୁ ହୋଇଛି।

Show More

Related Articles

Back to top button