Breaking PLUSଓଡ଼ିଶାମୁଖ୍ୟ ଖବର
ବହୁ ଚର୍ଚ୍ଚିତ ବେଲେଶ୍ୱର ଡବଲ ମର୍ଡର ମାମଲାର ପର୍ଦ୍ଦାଫାସ୍

କଟକ: ବହୁ ଚର୍ଚ୍ଚିତ ବେଲେଶ୍ୱର ଡବଲ ମର୍ଡର ମାମଲାର ପର୍ଦ୍ଦାଫାସ୍ ହୋଇଛି । ଡବଲ ମର୍ଡର ମାମଲାର ଅଭିଯୁକ୍ତ ୬ ବର୍ଷ ପରେ ଗିରଫ । ଗିରଫ ନେଇ ସୂଚନା ଦେଲେ ପୋଲିସ କମିଶନର ଦେବଦତ୍ତ ସିଂ । ଶ୍ରୀନାଥ ସାମଲ ଓ ପତ୍ନୀ ବିଦୁଲତା ସାମଲଙ୍କୁ ହତ୍ୟା କରାଯାଇଥିଲା । ୨୦୧୯ ଡିସେମ୍ବରରେ ଘରେ ପଶି ଉଭୟଙ୍କୁ ହତ୍ୟା କରାଯାଇଥିଲା ।