Breaking PLUSଓଡ଼ିଶାମୁଖ୍ୟ ଖବର
ବରିମୁଣ୍ଡରେ ଯୁବକଙ୍କୁ ହାଣି ନଦୀରେ ଫିଙ୍ଗିବା ଘଟଣା, 5 ଗିରଫ

ଭୁବନେଶ୍ବର: ବରିମୁଣ୍ଡରେ ଯୁବକଙ୍କୁ ହାଣି ନଦୀରେ ଫିଙ୍ଗିବା ଘଟଣା । ମୁଖ୍ୟ ଅଭିଯୁକ୍ତ ସହ ୫ ଜଣଙ୍କୁ ଗିରଫ କଲା ମଞ୍ଚେଶ୍ବର ଥାନା ପୋଲିସ । ଜମି କିଣାବିକାକୁ ନେଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା ।ଆକ୍ରମଣ ପରେ ନଦୀ ପଠାରେ ଫିଙ୍ଗି ପଳାଇଥିଲେ ଦୁର୍ବୃତ୍ତ ।