Breaking PLUSଓଡ଼ିଶାମୁଖ୍ୟ ଖବର
ଟାଟା ନଗର-ବ୍ରହ୍ମପୁର ମଧ୍ୟରେ ବନ୍ଦେ ଭାରତର ଟ୍ରାଏଲ ରନ୍

ଭୁବନେଶ୍ୱର- ଟାଟା ନଗର-ବ୍ରହ୍ମପୁର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ କରାଯାଇଛି । ବାଂଶପାଣି ଓ କେନ୍ଦୁଝରଗଡ଼ ଷ୍ଟେସନରେ ପହଞ୍ଚିଛି ଟ୍ରେନ୍ । ଆସନ୍ତା ୧୫ରୁ ଏହାର ଶୁଭାରମ୍ଭ ହେବ । ମଙ୍ଗଳବାର ବ୍ୟତୀତ ସପ୍ତାହକୁ ୬ ଦିନ ଚାଲିବ ବୋଲି ସୂଚନା ମିଳିଛି ।