Breaking PLUSଓଡ଼ିଶାମୁଖ୍ୟ ଖବର
କଟକରେ ବାଉଁଶ ବ୍ୟବସାୟୀଙ୍କ ଘରକୁ ବୋମାମାଡ

କଟକ : ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ ହୋଇଛି |ସଦର ଥାନା ଅଞ୍ଚଳର ସୁଭଦ୍ରାପୁରରେ ଦୁର୍ବୃତ୍ତ ମାନେ ବୋମାମାଡ କରିଛନ୍ତି |ସୂଚନା ମୁତାବକ ବ୍ଯବସାୟିକ ଶତ୍ରୁତା ଯୋଗୁ ବୋମାମାଡ ହେଇଥିବାର ସନ୍ଦେହ କରାଯାଉଛି |
ବୋମାମାଡ ପରେ ଦୁର୍ବୃତ୍ତ ମାନେ ସେହି ସ୍ଥାନରୁ ଫେରାର ଅଛନ୍ତି ବୋଲି ସୂଚନା ମିଳିଛି |ବୋମାମାଡ ରେ କାହାର କିଛି କ୍ଷୟକ୍ଷତି ହୋଇନଥିବାର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି |