Breaking PLUSଓଡ଼ିଶାମୁଖ୍ୟ ଖବର

ବାଲିଯାତ୍ରା ପାଇଁ ଆରମ୍ଭ ହେଲା ପ୍ଲଟ ନିଲାମ ପ୍ରକ୍ରିୟା

ଭୁବନେଶ୍ୱର, 11 ନଭେମ୍ବର- ବାଲେଶ୍ୱ ଜିଲ୍ଲା ପାଇଁ ଆରମ୍ଭ ହୋଇଛି ପ୍ଲଟ ନିଲାମ ପ୍ରକ୍ରିୟା । 6 ଟି ସ୍ଥାନରେ 10 ଟି କାଉଣ୍ଟରରେ ଚାଲିଛି ନିଲାମ ପ୍ରକ୍ରିୟା । ବାରବାଟୀ ପ୍ୟାଲେସ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, DRDA ଅଫିସ ସମେତ ୬ଟି ସ୍ଥାନରେ ଚାଲିଛି ନିଲାମ ପ୍ରକ୍ରିୟା। ସବୁ କାଉଣ୍ଟରରେ କରାଯାଇଛି ସିଙ୍ଗିଲ ୱିଣ୍ଡୋ ବ୍ୟବସ୍ଥା । 15 ତାରିଖ ଯାଏ ଚାଲିବ ପ୍ଲଟ ନିଲାମ। 900 ରୁ ଉର୍ଦ୍ଧ୍ବ ବ୍ୟବସାୟୀ ବାଲିଯାତ୍ରା ପାଇଁ ପ୍ଲଟ ପଞ୍ଜିକରଣ କରିଛନ୍ତି। ନଭେମ୍ବର 4 ରୁ 10 ତାରିଖ ଯାଏ ଚାଲିଥିଲା ପ୍ଲଟ ପଞ୍ଜିକରଣ। ଆଜି ଠାରୁ ନିଲାମ ଆରମ୍ଭ କରାଯାଇଛି।

Show More

Related Articles

Back to top button