Breaking PLUSଓଡ଼ିଶାମୁଖ୍ୟ ଖବର

ପୁଣି ଆରମ୍ଭ ହେଲା ବାଲିଯାତ୍ରା ପ୍ଲଟ ରେଜିଷ୍ଟ୍ରେସନ ପ୍ରକ୍ରିୟା

କଟକ- ବାତ୍ୟା ପାଇଁ ବନ୍ଦ ରହିଥିବା ପ୍ଲଟ ରେଜିଷ୍ଟ୍ରେସନ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି। ଯଦି ଯାତ୍ରା ସମୟରେ ବର୍ଷା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଜଣାପଡେ, ପ୍ରତ୍ୟେକ ବ୍ୟବସାୟୀମାନଙ୍କୁ ଅବଗତ କରାଯିବ। ନଭେମ୍ବର ୧୫ ରୁ ୨୨ ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ଅନୁଷ୍ଠିତ ହେବ। ଏହା ବ୍ୟତୀତ ଯାତ୍ରାକୁ କିପରି ସରସ ସୁନ୍ଦର ଭାବରେ କରି ହେବ ସେନେଇ ସମସ୍ତ ଯୋଜନା ଏକ ପ୍ରକାର ଶେଷ ହୋଇଛି। ନଭେମ୍ବର ୧୦ ତାରିଖ ସୁଦ୍ଧା ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇ ଯାଇଥିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ। ଆଜି ଓ ଆସନ୍ତାକାଲି ଖୋଲା ରହିବ ବାଲିଯାତ୍ରା ଷ୍ଟଲ ପଞ୍ଜିକରଣ।

Show More

Related Articles

Back to top button