Breaking PLUSଓଡ଼ିଶାମୁଖ୍ୟ ଖବର
ବରଗଡ଼ ଧନୁଯାତ୍ରା ପାଇଁ ଭୁବନେଶ୍ୱର ପ୍ରଧାନ ନୂଆ କଂସ

ଭୁବନେଶ୍ୱର- ବରଗଡ଼ ଧନୁଯାତ୍ରା ପାଇଁ ଭୁବନେଶ୍ୱର ପ୍ରଧାନ ନୂଆ କଂସ । ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ନୂଆ କଂସ ଚୟନ କାର୍ଯ୍ୟକ୍ରମ ଶେଷ ହୋଇଛି। ବିଜୁ ପଟ୍ଟନାୟକ ଟାଉନ ହଲରେ ଚାଲିଥିଲା ଚୟନ ପ୍ରକ୍ରିୟାରେ ଭୁବନେଶ୍ଵର ପ୍ରଧାନଙ୍କୁ ନୂଆ କଂସ ଭାବେ ମନୋନୀତ କରିଛନ୍ତି ୩ ଜଣିଆ ବିଚାରକ କମିଟି। ରବିବାର ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ଭୁବନେଶ୍ଵର ପ୍ରଧାନ ଆଗାମୀ ବରଗଡ଼ ଧନୁଯାତ୍ରାର କଂସ ଭୂମିକାରେ ଅବତୀର୍ଣ୍ଣ ହେବେ।