Breaking PLUSମୁଖ୍ୟ ଖବରରାଜନୀତି

ଭାଜପାକୁ କଡ଼ା ଟାର୍ଗେଟ କଲେ ବାବୁଲ ସୁପ୍ରିୟୋ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସର ନେତା ତଥା ବୁଧବାର ପଶ୍ଚିମବଙ୍ଗର ମମତା ସରକାରରେ ମନ୍ତ୍ରୀ ହୋଇଥିବା ବାବୁଲ ସୁପ୍ରିୟୋ ଭାଜପାକୁ କଡ଼ା ଟାର୍ଗେଟ କରିଛନ୍ତି। ତୃଣମୂଳରେ ଯୋଗଦେବା ଏବଂ ମନ୍ତ୍ରୀ ହେବା ପାଇଁ ସମାଲୋଚନାର ଜବାବ ଦେଇ ସୁପ୍ରିୟୋ କହିଛନ୍ତି, ଦୁର୍ନୀତିଗ୍ରସ୍ତ ହେବା ଅପେକ୍ଷା ଦଳ ପରିବର୍ତ୍ତନ କରିବାକୁ ସାହସ କରିବା ଭଲ। ମନ୍ତ୍ରୀ ପଦର ଦ୍ୱିତୀୟ ଇନିଂସ ପ୍ରଥମ ଅପେକ୍ଷା ଭଲ ହେବ। ସେ ଗତ ଆଠ ବର୍ଷ ଧରି କେନ୍ଦ୍ରରେ କାହିଁକି ବଙ୍ଗୀୟ କ୍ୟାବିନେଟ ମନ୍ତ୍ରୀ ନାହାଁନ୍ତି ବୋଲି ଭାଜପାକୁ ପ୍ରଶ୍ନ କରିଛନ୍ତି।

Show More

Related Articles

Back to top button